![]() |
khabar odiaAuthor: KHABAR ODIA
Khabar odia Language: or Genres: Comedy, Comedy Interviews Contact email: Get it Feed URL: Get it iTunes ID: Get it |
Listen Now...
ହାଇଦ୍ରାବାଦ: ମହାମାରୀ ରୂପ ନେଇଛି କୋରାନା । ରାକ୍ଷସ ରୂପି କୋରୋନା କେବଳ ଚୀନକୁ ଗ୍ରାସି ନାହିଁ । ସାରା ବିଶ୍ବରେ
Monday, 10 February, 2020
ହାଇଦ୍ରାବାଦ: ମହାମାରୀ ରୂପ ନେଇଛି କୋରାନା । ରାକ୍ଷସ ରୂପି କୋରୋନା କେବଳ ଚୀନକୁ ଗ୍ରାସି ନାହିଁ । ସାରା ବିଶ୍ବରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଭୟଙ୍କର ନଭେଲ କୋରୋନା ଭାଇରସ ଭାରତରେ ମଧ୍ୟ ଚିହ୍ନଟ ହୋଇସାରିଛି । କେରଳରେ ତିନି ତିନିଟି ରୋଗୀ ଚିହ୍ନଟ ହେବା ପରେ ସାରା ଦେଶରେ କୋରୋନା ଛନକା । ହେଲେ ଭାଗ୍ୟବଶତଃ ଏଯାବତ ତେଲେଙ୍ଗାନାରେ କୌଣସି କୋରାନା ଆକ୍ରାନ୍ତର ଶିକାର ହୋଇନଥିବା ସୂଚନା ମିଳିଛି ।